Meaning : ହସିକି କାହାର ଦୋଷ ବାହାର କରିବା ବା ତାହାର ନିନ୍ଦା କରିବା
Example :
ରାମୁ ସବୁବେଳେ ଅନ୍ୟମାନଙ୍କୁ ଉପହାସ କରେ
Synonyms : ଉପହାସ କରିବା, ଦୋଷ ବାହାର କରିବା, ହସି ଉଡ଼ାଇବା
Translation in other languages :
हँसते हुए किसी को निन्दित ठहराना या उसकी बुराई करना।
रामू हमेशा दूसरों का उपहास करता है।Meaning : ବେଇଜ୍ଜତ କରିବା
Example :
ସେ ତା ଶଳାକୁ ବହୁତ ଗାଳି ଦେଲା
Synonyms : ଅପମାନ କରିବା, ଗାଳି ଦେବା, ବେଜିତ୍ କରିବା
Translation in other languages :