Meaning : ଯାହା ଧ୍ୱନି ବା ଶବ୍ଦ ରୂପରେ ପ୍ରକଟ ହୋଇଥାଏ
Example :
ଅର୍ଜୁନଙ୍କ ଧନୁର ଟଙ୍କାରରେ ଚଉଦିଗ ନିନାଦିତ ହୋଇଉଠିଲା
Synonyms : କମ୍ପିତ, ପ୍ରତିଧ୍ୱନିତ
Translation in other languages :
Meaning : ଯାହା ଗୁଞ୍ଜରିତ ହୁଏ
Example :
ପ୍ରତିଧ୍ୱନିତ ଶଙ୍ଖର ଶବ୍ଦ ଚାରିଆଡ଼େ ଖେଳିଗଲା
Synonyms : ଗୁଞ୍ଜରିତ, ପ୍ରତିଧ୍ୱନିତ
Translation in other languages :