Meaning : ଯେ ପଙ୍ଗୁ ନୁହେଁ
Example :
ସେ ନିଖୁଣ ମଣିଷଟିଏ କିନ୍ତୁ ପଙ୍ଗୁ ହେବାର ନାଟକ କରୁଥିଲା
Synonyms : ଅକ୍ଷୁଣ୍ଣ, ପୂର୍ଣ୍ଣକାୟ
Translation in other languages :
Meaning : ଯାହା ବିକୃତ ବା ବିଗିଡ଼ି ଯାଇନାହିଁ
Example :
ସୀମା ତାର ଅବିକୃତ ଚିତ୍ରକୁ ଧ୍ୟାନର ସହ ଦେଖୁଛି
Synonyms : ଅବିକୃତ
Translation in other languages :
Meaning : ସତସତିକା
Example :
କିଶୋର ରାମଲୀଳାରେ ଜୀବନ୍ତ ଅଭିନୟ କଲା
Synonyms : ଜୀବନ୍ତ
Translation in other languages :
जीता-जागता।
किशोर ने रामलीला में जीवंत अभिनय किया।