Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ନିକମା from ଓଡ଼ିଆ dictionary with examples, synonyms and antonyms.

ନିକମା   ବିଶେଷଣ

Meaning : ଯେଉଁ ବ୍ୟକ୍ତି କୌଣସି କାମ କରିବାପାଇଁ ଯୋଗ୍ୟ ନୁହେଁ

Example : ଅକର୍ମା ବ୍ୟକ୍ତି ସମସ୍ତଙ୍କ ପାଇଁ ବୋଝ ସଦୃଶ

Synonyms : ଅକର୍ମଣ୍ୟ, ଅକର୍ମା, ଅଯୋଗ୍ୟ

Meaning : ଯେ କିଛି କାମ କରେ ନାହିଁ

Example : କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି

Synonyms : ଅକର୍ମା, କର୍ମହୀନ, ବେକାର


Translation in other languages :