Meaning : ସ୍ରାବ ନିମନ୍ତେ ନଳି ଆକାରର ସଂରଚନା ଯେଉଁଥିରେ କିଛି ତରଳ ପଦାର୍ଥ ରହିଥାଏ
Example :
ଆମ ଶରୀରରେ କେତେ ପ୍ରକାରର ନାଡ଼ି ଥାଏ
Synonyms : ନଳିକା, ବାହିନୀ ନଳିକା
Translation in other languages :
A bodily passage or tube lined with epithelial cells and conveying a secretion or other substance.
The tear duct was obstructed.Meaning : ଶରୀରରୁ ହୃଦୟକୁ ରକ୍ତ ନେଉଥିବା ନାଡ଼ି
Example :
ଡାକ୍ତର ନାଡ଼ି ପରୀକ୍ଷା କରୁଛନ୍ତି
Synonyms : ରକ୍ତ ବାହିକା
Translation in other languages :
शरीर से रक्त को हृदय तक लाने या ले जाने वाली नली।
वैद्यजी नस का परीक्षण कर रहे हैं।Meaning : ସମଗ୍ର ଶରୀରରେ ସୂକ୍ଷ୍ମ ସ୍ନାୟୁର ପରିବ୍ୟାପ୍ତ ଜାଲ ଯାହାଦ୍ୱାରା ସ୍ପର୍ଶ, ଶୀତ, ବେଦନାଆଦିକୁ ଅନୁଭବ କରାଯାଏ
Example :
ନାଡ଼ି ଠିକ ଭାବରେ କାମ ନ କଲେ ପକ୍ଷାଘାତ ରୋଗହୁଏ
Translation in other languages :