Meaning : ଲୁହାରେ ତିଆରି ହୋଇଥିବା ଏକ ପ୍ରକାର ବାଣ
Example :
ଶିକାରୀ ନାରାଚର ଫଳକକୁ ପଜାଉଛି
Translation in other languages :
A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.
arrowMeaning : ଗୋଟିଏ ବର୍ଣ୍ଣବୃତ୍ତ
Example :
ନାରାଚର ପ୍ରତ୍ୟେକ ପାଦରେ ଦୁଇଟି ନଗଣ ଏବଂ ଚାରିଟି ରଗଣ ହୋଇଥାଏ
Translation in other languages :
Meaning : ଗୋଟିଏ ମାତ୍ରା ଛନ୍ଦ
Example :
ନାରାଚରେ ଚବିଶଟି ମାତ୍ରା ଥାଏ
Synonyms : ନାଗରାଜ
Translation in other languages :