Meaning : ଖ୍ୟାତ ହେବାର ଅବସ୍ଥା ବା ଭାବ
Example :
ସଚିନ ତେନ୍ଦୁଲକର କ୍ରିକେଟ୍ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି
Synonyms : ଖ୍ୟାତି, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ, ସୁଯଶ
Translation in other languages :
ख्यात होने की अवस्था या भाव।
सचिन तेंदुलकर ने क्रिकेट से ख्याति और पैसा दोनों अर्जित किए हैं।Meaning : ସେହି ଶବ୍ଦ ଯାହାଦ୍ୱାରା କୌଣସି ବସ୍ତୁ, ବ୍ୟକ୍ତିଙ୍କୁ ସୂଚିତ କରାଯାଏ ବା ଡକାଯାଏ
Example :
ଆମର ପ୍ରଧାନାଚାର୍ଯ୍ୟ ମହୋଦୟଙ୍କ ନାମ ଶ୍ରୀ ପୁଷ୍ପକ ଭଟ୍ଟାଚାର୍ଯ୍ୟ
Translation in other languages :
A language unit by which a person or thing is known.
His name really is George Washington.Meaning : ଶକ୍ତି, ସମ୍ମାନ, ଭୟ, ଆତଙ୍କ ବା କିଛି ବିଶେଷ ଘଟଣା ମାଧ୍ୟମରେ ମିଳିଥିବା ପ୍ରସିଦ୍ଧି
Example :
ଏହି ଅଞ୍ଚଳରେ ଜମିଦାରଙ୍କର ଭଲ ପ୍ରଭାବ ଅଛି
Synonyms : ପ୍ରଭାବ
Translation in other languages :
A power to affect persons or events especially power based on prestige etc.
Used her parents' influence to get the job.Meaning : ହିସାବଖାତାର ଯେଉଁ ସ୍ତମ୍ଭରେ କୌଣସି ଲୋକର ନାମପରେ ତାକୁ ଦିଆଯାଉଥିବା ବା ତାଠାରୁ ମିଳିଥିବା ଧନ, ଜିନିଷ ଆଦି ଲେଖାଥାଏ
Example :
ଦୋକାନୀ ଅନ୍ୟ ଗ୍ରାହାକର ଉଧାରକୁ ମଧ୍ୟ ମୋ ନାମରେ ଚଢ଼ାଇ ଦେଇଛି
Translation in other languages :
लेखाबही का वह स्तम्भ जिसमें किसी के नाम के आगे उसको दिया या उससे पाया हुआ धन, माल आदि लिखा रहता है।
दुकानदार ने एक दूसरे ग्राहक का उधार भी मेरे नाम में चढ़ा दिया है।