Meaning : ଜରାୟୁଜ ଜନ୍ତୁମାନଙ୍କ ପେଟର ମଧ୍ୟଭାଗର ସେହି ଗାତ ଯେଉଁଠି ଗର୍ଭାବସ୍ଥାରେ ଜରାୟୁନଳି ଯୋଡ଼ି ହୋଇଥାଏ
Example :
ଏହି ପିଲାଟିର ନାହି ପାଚିଯାଇଛି
Synonyms : ନାହି
Translation in other languages :
A scar where the umbilical cord was attached.
You were not supposed to show your navel on television.