Subscribe
URL of the page has been copied to clipboard.
Meaning : ଯାହା ରୁଚିକର ନୁହେଁ
Example : ସେ କେବେ ଅରୁଚିକର କାର୍ଯ୍ୟ କରେ ନାହିଁ
Synonyms : ଅପ୍ରିୟ, ଅପ୍ରୀତିକର, ଅରୁଚିକର
Translation in other languages :हिन्दी English
जो रुचिकर न हो।
Not pleasing in odor or taste.
Meaning : ଯାହା ପସନ୍ଦ ନୁହେଁ
Example : ବାଧ୍ୟତାବଶତଃ କିଛିଲୋକଙ୍କୁ ଅପସନ୍ଦ ବସ୍ତୁ କିଣିବାକୁ ପଡ଼େ
Synonyms : ଅପସନ୍ଦ
जो पसंद न हो।
Not to your liking.
Install App