Meaning : ନାଟକରେ ଅଭିନୟ କରୁଥିବା ବ୍ୟକ୍ତି
Example :
ଶ୍ୟାମଦେବ ଜଣେ କୁଶଳୀ ଅଭିନେତା
Translation in other languages :
नाटक में अभिनय करने वाला व्यक्ति।
श्यामदेव एक कुशल नाट्यकार हैं।Meaning : ଅଭିନୟ କରିବା ବା ସୁଆଙ୍ଗ ଦେଖାଉଥିବା ପୁରୁଷ
Example :
ସେ ଜଣେ କୁଶଳ ଅଭିନେତା
Translation in other languages :
Meaning : ବହୁତ ଛଇ ବା ନଖରା ଦେଖାଉଥିବା ଲୋକ
Example :
ସେ ବହୁତ ଛଇଆ ଲୋକ
Translation in other languages :