Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ନାଗେଶ୍ୱର from ଓଡ଼ିଆ dictionary with examples, synonyms and antonyms.

ନାଗେଶ୍ୱର   ବିଶେଷ୍ୟ

Meaning : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ମହାରାଷ୍ଟ୍ର ରାଜ୍ୟର ପରଭଣି ଜିଲ୍ଲାରେ ଅବସ୍ଥିତ

Example : ବିଶ୍ୱାସ କରାଯାଏ ଯେ ନାଗେଶ୍ୱରଙ୍କ ଦର୍ଶନମାତ୍ରେ ସମସ୍ତ ପ୍ରକାର ବିଷରୁ ରକ୍ଷା ମିଳେ

Synonyms : ନାଗେଶ୍ୱରନାଥ


Translation in other languages :

बारह ज्योतिर्लिंगों में से एक जो महाराष्ट्र राज्य के परभणी जिले में स्थित है।

ऐसा माना जाता है कि नागेश्वर के दर्शन मात्र से हर प्रकार के विष से रक्षा होती है।
नागेश्वर, नागेश्वरनाथ, नागेश्वरम्

Meaning : ଇନ୍ଦ୍ରଙ୍କ ହାତୀ ଯେ ପୂର୍ବ ଦିଗର ଦିଗ୍ଗଜ

Example : ସମୁଦ୍ର ମନ୍ଥନରୁ ଐରାବତ ମଧ୍ୟ ବାହାରିଥିଲା

Synonyms : ଇନ୍ଦ୍ରବାହ, ଐରାବତ, କରୀଂଦ୍ର, କରୀନ୍ଦ୍ର, ଗଜେଂଦ୍ର, ଗଜେନ୍ଦ୍ର, ନାଗାଧିପ, ନାଗେଂଦ୍ର, ନାଗେନ୍ଦ୍ର, ଶ୍ୱେତକୁଂଜର, ଶ୍ୱେତକୁଞ୍ଜର, ଶ୍ୱେତହସ୍ତୀ


Translation in other languages :

An imaginary being of myth or fable.

mythical being