Meaning : ରାମାୟଣରେ ବର୍ଣ୍ଣିତ ଯେଉଁ ନାଗମାତା ହନୁମାନଙ୍କୁ ସମୁଦ୍ର ପାରି କରିବା ସମୟରେ ପରୀକ୍ଷା କରିଥିଲେ
Example :
ହନୁମାନଙ୍କୁ ପରୀକ୍ଷା କରିବାପାଇଁ ଦେବତାମାନେ ସୁରସାକୁ ପଠାଇଥିଲେ
Synonyms : ସୁରସା
Translation in other languages :
An imaginary being of myth or fable.
mythical beingMeaning : କଶ୍ୟପ ଋଷିଙ୍କ ଯେଉଁ ପତ୍ନୀ ନାଗମାନଙ୍କ ମାତା ଥିଲେ
Example :
କଦ୍ରୁ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ ବିନତାଙ୍କ ଭଉଣୀ ଥିଲେ
Synonyms : କଦ୍ରୁ
Translation in other languages :
An imaginary being of myth or fable.
mythical being