Meaning : ସର୍ପ ପରି ହୋଇଥିବା କଦ୍ରୁଙ୍କ ଠାରୁ ଉତ୍ପନ୍ନ କଶ୍ୟପଙ୍କ ବଂଶଜ ଯାହାଙ୍କ ନିବାସ ପାତାଳରେ ଥିବା ବିଶ୍ୱାସ କରାଯାଏ
Example :
ନାଗମାନଙ୍କର ଆଠଟି କୁଳ ରହିଛି ବୋଲି ବିଶ୍ୱାସ କରାଯାଏ
Synonyms : କଦ୍ରୁଜ, ଭୁଜଙ୍ଗ, ସର୍ପ
Translation in other languages :
An imaginary being of myth or fable.
mythical beingMeaning : ଏକ ଶାକାହାରୀ ସ୍ତନ୍ୟପାୟୀ ଚତୁଷ୍ପଦୀ ପ୍ରାଣୀ ଯାହା ନିଜର ସ୍ଥୂଳ ଏବଂ ବିଶାଳ ଆକାର ତଥା ଶୁଣ୍ଢ କାରଣରୁ ସବୁ ପଶୁଙ୍କ ମଧ୍ୟରେ ବିଲକ୍ଷଣ
Example :
ଆଖୁ ହାତୀର ଅତି ପ୍ରିୟ
Synonyms : କୁଞ୍ଜର, ଗଜ, ମାତଙ୍ଗ, ହସ୍ତୀ, ହାତୀ
Translation in other languages :
एक शाकाहारी स्तनपायी चौपाया जो अपने स्थूल और विशाल आकार तथा सूँड़ के कारण सब जानवरों से विलक्षण होता है।
हाथी को गन्ना बहुत ही प्रिय है।Five-toed pachyderm.
elephant