Meaning : କୌଣସି ବସ୍ତୁଆଦିକୁ ନଷ୍ଟକରିବାର କ୍ରିୟା
Example :
ପରମେଶ୍ୱର ଶତ୍ରୁମାନଙ୍କୁ ମର୍ଦ୍ଦନ କରିବାପାଇଁ ଜନ୍ମ ନେଇଥାନ୍ତି
Synonyms : ମର୍ଦ୍ଦନ
Translation in other languages :
The termination of something by causing so much damage to it that it cannot be repaired or no longer exists.
destruction, devastation