Meaning : ଭୂଇଁରୁ ପାଣି ବାହାରକରିବା ଯନ୍ତ୍ର ଯେଉଁଥିରେ ଚାପଦେଇ ପାଣି ବାହାର କରାଯାଏ
Example :
ଆଜିକାଲି ଗାଁ ଗାଁ ରେ ନଳକୂଅ ଅଛି
Synonyms : ଟ୍ୟୁବ୍ ୱେଲ୍, ନଳକୂଅ, ହାତପମ୍ପ
Translation in other languages :
A pump worked by hand.
hand pumpMeaning : ପଡ଼ିଆ, ଖେତଆଦିରେ ଭୂମି ତଳୁ ପାଣି ବାହାର କରିବା ନିମନ୍ତେ ବ୍ୟବହୃତ ନଳ ଯାହାର ଗୋଟିଏ ମୁଣ୍ଡ ଭୂମିର ପାଣିଥିବା ଗଭୀରତା ପର୍ଯ୍ୟନ୍ତ ଯାଇଥାଏ ଏବଂ ଦ୍ୱିତୀୟ ପାଖ ପାଣି ଟାଣି ବାହାରକୁ ଫୋପାଡ଼ି ଥାଏ
Example :
ବର୍ଷା କମ୍ ହେବା କାରଣରୁ ଜଳସେଚପାଇଁ ସ୍ଥାନେସ୍ଥାନେ ନଳକୂପ ବସାଯାଇଛି
Synonyms : ଟିୱେଲ୍, ଟ୍ୟୁବ୍-ୱେଲ୍, ନଳକୂଅ
Translation in other languages :