Meaning : ଧାତୁ ନିର୍ମିତ ନଳୀ ଯେଉଁଥିରେ ସହରର ଘରଘରକୁ ଗାଧୋଇବା, ଧୋଇବା, ପିଇବାଆଦିର ପାଣି ପହଞ୍ଚେ
Example :
ଏପର୍ଯ୍ୟନ୍ତ ନଳରେ ପାଣି ଆସିନାହିଁ
Translation in other languages :
Meaning : ଜଳବାହିକାର ଏହି ନାଳ ଯେଉଁଥିରେ କଳ ଲାଗିଥାଏ ଏବଂ ଯାହାର ବୋତାମ ଟିପିଲେ ବା ଘୂରାଇଲେ ପାଣି ବାହାରେ
Example :
ନଳକୁ ଖୋଲା ରଖିବା ଅନୁଚିତ
Translation in other languages :
जलवाहिनी का वह सिरा जिसमें टोंटी लगी होती है और जिसका पेंच दबाने या घुमाने से पानी निकलता है।
नल को खुला नहीं छोड़ना चाहिए।Meaning : ଜଣେ ଦାନବ
Example :
ସିଂହିକାଙ୍କ ଗର୍ଭରୁ ନଳ ଜନ୍ମ ହୋଇଥିଲା
Translation in other languages :
Meaning : ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର
Example :
ନଳ ଜଣେ କୁଶଳୀ ଶିଳ୍ପୀ ଥିଲେ
Translation in other languages :
An imaginary being of myth or fable.
mythical beingMeaning : ନିଷଧ ଦେଶର ରାଜା ବୀରସେନଙ୍କ ପୁତ୍ର
Example :
ବିଦର୍ଭ ରାଜା ଭୀମସେନଙ୍କ କନ୍ୟା ଦମୟନ୍ତୀଙ୍କ ସହ ନଳଙ୍କ ବିବାହ ହୋଇଥିଲା
Translation in other languages :
Meaning : ଯୁଦ୍ଧ ସମୟରେ ଘୋଡା ପିଠିରେ ରଖି ବଜାଯାଉଥିବା ପ୍ରାଚୀନ କାଳର ଗୋଟିଏ ପ୍ରକାରର ବାଜା
Example :
କିଲ୍ଲାର ପ୍ରାଚୀରରେ ନଳର ଚିତ୍ର ରହିଛି
Translation in other languages :
प्राचीन काल का एक प्रकार का बाजा जिसे युद्ध के समय घोड़े की पीठ पर रखकर बजाया जाता था।
किले की दीवार पर नल का चित्र बना है।