Meaning : ସୁକୁମାର ବା ନମ୍ର ଅବସ୍ଥା ବା ଭାବ
Example :
ରାମ, ଲକ୍ଷ୍ମଣ ଓ ସୀତାଙ୍କ ନରମ ସ୍ୱଭାବ ଦେଖି ବନବାସୀମାନଙ୍କର ତାଙ୍କ ଉପରେ ଦୟା ଆସୁଥିଲା
Synonyms : କୋମଳତା, ନମ୍ରତା, ସୁକୁମାରତା
Translation in other languages :
The quality of being beautiful and delicate in appearance.
The daintiness of her touch.