Meaning : ଧାର୍ମିକ ବିଚାର ଅନୁଯାୟୀ ଯେଉଁ ଜାଗାକୁ ଦଣ୍ଡ ଭୋଗିବାପାଇଁ ପାପୀ ବା ଦୁରାଚାରୀଙ୍କ ଆତ୍ମାକୁ ପଠାଯାଏ
Example :
ମଲା ପରେ ପାପୀ ନର୍କକୁ ଯାଏ
Synonyms : ନର୍କ
Translation in other languages :
Meaning : ଜଣେ ଅସୁର
Example :
ନରକ ବିପ୍ରଚିତ୍ତିର ପୁଅ ଥିଲା
Translation in other languages :
Meaning : ବହୁତ ଖରାପ ଓ କଷ୍ଟଦାୟକ ସ୍ଥାନ
Example :
ଆତଙ୍କବାଦୀଙ୍କ ଅକ୍ତିଆରରେ ଆସିବାପରେ ହିଁ ଏହି ସହର ଆମପାଇଁ ନରକ ହୋଇଯାଇଛି
Translation in other languages :