Meaning : ବିନମ୍ର ହେବାର ଅବସ୍ଥା ବା ଭାବ
Example :
ସେ ଶ୍ରେଣୀରେ ତାର ବିନମ୍ରତାପାଇଁ ହିଁ ଜଣାଶୁଣା
Translation in other languages :
Meaning : ଯେଉଁ ଗୁଣଯୋଗୁଁ କୌଣସି ବସ୍ତୁ ନମନୀୟ
Example :
ଗଛର ପତଳା ଡାଳରେ ନମନୀୟତା ଥାଏ
Synonyms : ନମନୀୟତା
Translation in other languages :
The tendency of a body to return to its original shape after it has been stretched or compressed.
The waistband had lost its snap.Meaning : ସୁକୁମାର ବା ନମ୍ର ଅବସ୍ଥା ବା ଭାବ
Example :
ରାମ, ଲକ୍ଷ୍ମଣ ଓ ସୀତାଙ୍କ ନରମ ସ୍ୱଭାବ ଦେଖି ବନବାସୀମାନଙ୍କର ତାଙ୍କ ଉପରେ ଦୟା ଆସୁଥିଲା
Synonyms : କୋମଳତା, ନରମ ସ୍ୱଭାବ, ସୁକୁମାରତା
Translation in other languages :
The quality of being beautiful and delicate in appearance.
The daintiness of her touch.