Meaning : କୌଣସି ବିଷୟକୁ ସ୍ପଷ୍ଟ ରୂପରେ ବଦଳାଇବା କିମ୍ବା ସିଦ୍ଧ କରିବାପାଇଁ କୌଣସି ଜଣାଶୁଣା ଅନ୍ୟ ବିଷୟର ଉଲ୍ଲେଖ
Example :
ବିଷୟଗୁଡ଼ିକୁ ଉଦାହରଣ ଦେଇ ବୁଝାଇଲେ ଶୀଘ୍ର ବୁଝିହୁଏ
Translation in other languages :
Meaning : କୌଣସି ପଦାର୍ଥର ରୂପ, ଗୁଣଆଦି ପରିଚୟ କରାଇବାପାଇଁ ତନ୍ମଧ୍ୟରୁ ବାହାର କରାଯାଇଥିବା କିଛି ଅଂଶ
Example :
କୃଷକ ଶସ୍ୟର ନମୂନା ସେଠ୍କୁ ଦେଖେଇଲା କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଭାଷାର ଏକ ଉଦାହରଣ ଦେଖନ୍ତୁ
Translation in other languages :
A small part of something intended as representative of the whole.
sample