Meaning : ଆଉଥରେ ନୂଆରୂପକୁ ଆଣିବା ବା ନୂଆ ରୂପ ଦେବା
Example :
କର୍ମଚାରୀ ଜଣକ ମୋର ପରିଚୟ-ପତ୍ରର ନବୀକରଣ କରୁଛନ୍ତି
Synonyms : ନୂଆକରିବା
Translation in other languages :
फिर से नये रूप में लाना या नया रूप देना।
बाबू मेरे परिचय-पत्र का नवीनीकरण कर रहा है।