Meaning : କିଛି ନୂଆ କରିବାର କ୍ରିୟା
Example :
ତାଠାରେ ନବୀକରଣର ଉତ୍ସାହ ରହିଛି
Synonyms : ନବପ୍ରବର୍ତ୍ତନ, ସଂସ୍କାରସାଧନ
Translation in other languages :
Meaning : ପୁନର୍ବାର ନୂଆରୂପରେ ଆଣିବା ପ୍ରକ୍ରିୟା
Example :
ଆମ ଘରର ନବୀକରଣ କରାଯାଉଛି
Synonyms : ନବୀନୀକରଣ
Translation in other languages :
The act of improving by renewing and restoring.
They are pursuing a general program of renovation to the entire property.