Meaning : ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ନଅଦିନ ଯେବେ ନବଦୁର୍ଗାଙ୍କ ବ୍ରତ ଓ ପୂଜା ହୁଏ
Example :
ଭିଣୋଇ ପ୍ରତିବର୍ଷ ନବରାତ୍ରିରେ ବ୍ରତ କରନ୍ତି
Synonyms : ନବରାତ୍ରି
Translation in other languages :
Meaning : ଆଶ୍ୱିନ ବା ଅଶିଣ ମାସର ଶୁକ୍ଳ ପକ୍ଷର ପ୍ରଥମ ନ ଦିନ
Example :
ନବରାତ୍ରରେ ଦୁର୍ଗାଙ୍କୁ ନଅ ରୂପରେ ପୂଜା କରାଯାଏ
Synonyms : ନବରାତ୍ରି
Translation in other languages :