Subscribe
URL of the page has been copied to clipboard.
Meaning : ଯେଉଁ ବ୍ୟକ୍ତିଠାରେ ସ୍ତ୍ରୀ ସମ୍ଭୋଗ ଶକ୍ତି ନାହିଁ ବା ବହୁତ କମ୍ ଅଛି
Example : ସେ ଝିଅର ବିବାହ ଜଣେ ନପୁଂସକ ସାଥିରେ ହୋଇଗଲା
Synonyms : ଅଣପୁରୁଷା, ହିଂଜଡ଼ା, ହିଞ୍ଜଡ଼ା
Translation in other languages :हिन्दी English
वह जिसमें स्त्री संभोग की शक्ति न हो या बहुत कम हो।
A man who has been castrated and is incapable of reproduction.
Meaning : ଯାହାଠାରେ ସ୍ତ୍ରୀ ସଂଭୋଗର ଶକ୍ତି ନାହିଁ ବା ଖୁବ୍ କମ୍
Example : ନପୁଂସକ ପୁରୁଷ ସନ୍ତାନ ଉତ୍ପନ୍ନ କରିବାରେ ଅସମର୍ଥ
Synonyms : ପୌରୁଷହୀନ, ବୀର୍ଯ୍ୟହୀନ
जिसमें स्त्री संभोग की शक्ति न हो या बहुत कम हो।
(of a male) unable to copulate.
Install App