Meaning : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
Example :
ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
Synonyms : ଅବନମିତ ହେବା, ଝୁଙ୍କିବା
Translation in other languages :
Meaning : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା
Example :
ବୟସ ହେଲେ ଅଣ୍ଟା ନଇଁଯାଏ
Synonyms : ଝୁଙ୍କିବା, ବଙ୍କା ହେବା
Translation in other languages :
Meaning : ହାର ମାନିନେବା
Example :
ପାକିସ୍ତାନୀ ସେନାଗଣ ଭାରତୀୟ ସେନା ଆଗରେ ହାର ମାନିଲେ
Synonyms : ଅସ୍ତ୍ରସମର୍ପଣ କରିବା, ହାର ମାନିବା
Translation in other languages :
हार मान लेना।
पाकिस्तानी सेना ने भारतीय सेना के आगे घुटने टेक दिए।