Meaning : କୌଣସି ବସ୍ତୁ ଆଦିର କିନାରି ତିଆରି କରିବା
Example :
ସୀମା ଅଙ୍କିତଚିତ୍ରଦ୍ୱାରା ରୁମାଲର ଧଡ଼ି ତିଆରି କରୁଛି
Synonyms : କିନାରି ତିଆରି କରିବା, କିନାରି ପକାଇବା, ଧଡ଼ି ପକାଇବା, ବର୍ଡ଼ର କରିବା
Translation in other languages :
* किसी वस्तु आदि की किनारी बनाना।
सीमा बेल-बूटे द्वारा रुमाल की किनारी बना रही है।