Subscribe
URL of the page has been copied to clipboard.
Meaning : ମୂର୍ତ୍ତିଆଦିକୁ ଧୂପ ଦେଖାଇବା ବା ତାଙ୍କ ପାଖରେ ଧୂପ ଜଳାଇବା
Example : ମାଆ ପୂଜାଗୃହରେ ପ୍ରଥମେ ଅଗରବତୀ ଜଳାଇ ତାପରେ ଧୂପ ଦିଅନ୍ତି
Synonyms : ଧୂପଦେବା
Translation in other languages :हिन्दी
मूर्ति आदि को धूप दिखाना या उसके पास धूप जलाना।
Meaning : ଧୂପଆଦି ଧୂଆଁଦ୍ୱାରା ସୁଗନ୍ଧିତ କରିବା
Example : ଗୀତା ତା କେଶକୁ ଧୂପିତ କରୁଛି
Synonyms : ଧୂପିତ କରିବା
धूप आदि के धुएँ से सुगंधित करना।
Install App