Meaning : ଧୂପ ରଖିବାପାଇଁ ଛୋଟ ବାସନ
Example :
ମାଆ ଧୂପଦାନୀରୁ ଧୂପ ଜଳାଇବାପାଇଁ ବାହାର କରୁଛନ୍ତି
Translation in other languages :
Meaning : ଯେଉଁ ପାତ୍ରରେ ଝୁଣା ବା ଧୂପ ରଖି ଜଳାହୁଏ
Example :
ଜେଜେ ପୂଜା କରିବାପାଇଁ ଧୂପଦାନୀରେ ଧୂପ ଜଳେଇଲେ
Translation in other languages :