Meaning : ଅସ୍ପଷ୍ଟ ହେବା ଅବସ୍ଥା ବା ଭାବ
Example :
କୁହୁଡ଼ି କାରଣରୁ ଏଠରେ ଅସ୍ପଷ୍ଟତା ଅଛି
Synonyms : ଅସ୍ପଷ୍ଟତା, ଜାଲୁଜାଲିଆ, ଝାପସା
Translation in other languages :
Incomprehensibility as a result of not being clear.
unclearnessMeaning : ଧୂଆଁ ଲାଗିବା କାରଣରୁ କଳା ପଡ଼ିଯିବା
Example :
ଅତ୍ୟଧିକ ଧୂଆଁ କାରଣରୁ ସାରା ଘର ଧୂଆଁଳିଆ ହୋଇଯାଇଛି
Translation in other languages :