Meaning : ଏକ ପ୍ରକାର ଗଛ ଯାହାର ପତ୍ର ଅନେକ ପ୍ରକାର ନିଶା ଜାତୀୟ ଦ୍ରବ୍ୟ ରୂପରେ ବ୍ୟବହାର କରାଯାଏ
Example :
ସେ ତମ୍ବାଖୁ ଚାଷ କରେ
Synonyms : ତମ୍ବାଖୁ
Translation in other languages :
Meaning : ଏକ ପ୍ରକାର ତମ୍ବାଖୁରେ ବ୍ୟବହୃତ ଶୁଖିଲା ପତ୍ର ଯାହାକୁ ବିଡ଼ି, ସିଗାରେଟଆଦିରେ ଭର୍ତ୍ତିକରି ପିଆଯାଏ କିମ୍ବା ଯାହାକୁ ଚୂନ ସହିତ ଖିଆଯାଏ
Example :
ସେ ତମ୍ବାଖୁ ସେବନ କରୁଛି
Synonyms : ତମ୍ବାଖୁ
Translation in other languages :