Subscribe
URL of the page has been copied to clipboard.
Meaning : ହତିଆରଆଦିରେ ଧାର ଦେଉଥିବା ବା ପାଲିସ୍ କରୁଥିବା କାରିଗର
Example : ଶାଣଦିଆ କାରିଗରଖଣ୍ଡାର ଧାରକୁ ତୀକ୍ଷଣ କରୁଛି
Synonyms : ଧାରକାରୀ, ଶାଣଦିଆ କାରିଗର
Translation in other languages :हिन्दी
हथियार आदि पर धार देने या पालिश करने वाला कारीग़र।
Meaning : ବହୁତ ଧାର ଥିବା
Example : ଚାକର ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାଲିକକୁ ହତ୍ୟା କଲା
Synonyms : ତୀକ୍ଷ୍ଣ
Translation in other languages :हिन्दी English
पैनी धार वाला।
Having a sharp cutting edge or point.
Meaning : ଯେଉଁଥିରେ ଧାର ଅଛି
Example : ସେ ଏକ ଧାରୁଆ ଅସ୍ତ୍ରରେ ସାପକୁ ପ୍ରହାର କଲା
Synonyms : ଦାଢୁଆ, ଶାଣିତ
जिसमें धार हो।
Install App