Meaning : ଟିଭି,ରେଡ଼ିଓ ଆଦି ମାଧ୍ୟମରେ ପ୍ରସାରିତ ହେଉଥିବା ସେହି ଘଟଣାକ୍ରମ ପ୍ରଧାନ ନାଟକ ଆଦି ଯାହା କୌଣସି ବିଶେଷ ଚରିତ୍ରର ଦୈନନ୍ଦିନ ଜୀବନକୁ ଦର୍ଶାଇ ଥାଏ
Example :
ଟିଭିରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ କାହାଣୀ ମୋତେ ପରସ୍ପରସହ ସମ୍ବନ୍ଧିତ ହେଲାଭଳି ଲାଗୁଛି
Synonyms : ସିରିୟଲ
Translation in other languages :
Meaning : ଯାହା ନ ଅଟକି ଏକ ସୂତ୍ରରେ ଧାରାବାହିକ ରୂପେ ଚାଲୁଥାଏ
Example :
ତାଙ୍କର ଧାରାବାହିକ ଲେଖା ପ୍ରତି ଶନିବାର ଖବରକାଗଜରେ ବାହାରୁଛି
Translation in other languages :
In regular succession without gaps.
Serial concerts.Meaning : କ୍ରମରେ ଆସିଥିବା
Example :
କ୍ରମାଗତ ହାରିବାପରେ ସେନାର ମନୋବଳ ଭାଙ୍ଗିଗଲା
Synonyms : କ୍ରମାଗତ, ନିରନ୍ତର, ନିରବଚ୍ଛିନ
Translation in other languages :
ठीक क्रम या बारी से आया हुआ।
दर्शकों ने क्रमागत खिलाड़ियों का तालियों से स्वागत किया।In regular succession without gaps.
Serial concerts.