Meaning : କାହାଠାରୁ ନିଜର କୌଣସି ଆବଶ୍ୟକତା ପୂର୍ଣ୍ଣ କରିବା ବା ତାକୁ କୌଣସି ଅନୁଚିତ କାମ କରିବାରୁ ରୋକିବାପାଇଁ ତା ପାଖରେ ବା ଦୁଆରରେ ଜିଦ୍ ଧରି ବସିବାର କ୍ରିୟା
Example :
ପୋଲିସ ହାଜତରେ ହୋଇଥିବା ମୃତ୍ୟୁର ତଦନ୍ତ କରିବାପାଇଁ ଲୋକମାନେ ଥାନା ଆଗରେ ଧାରଣା ଦେଲେ
Synonyms : ଧର୍ମଘଟ
Translation in other languages :
किसी से अपनी कोई माँग पूरी कराने या उसे कोई अनुचित काम करने से रोकने के लिए उसके पास या द्वार पर अड़कर बैठने की क्रिया।
धरना का आयोजन राष्ट्रव्यापी भ्रष्टाचार के विरोध में किया गया था।A strike in which workers refuse to leave the workplace until a settlement is reached.
sit-down, sit-down strikeMeaning : ଗୋଲାକାର,ଚେପଟା ବା ଚାରିକୋଣିଆ ପତଳା କାଠର ଯେଉଁ ବଲ୍ଲା ଖଟର ଲମ୍ବା ଓ ଚଉଡାରେ ଦୁଇପଟୁ ଥାଏ
Example :
ଏହି ପଲଙ୍କର ଧାରଣା ଭାରି ମଝବୁତ
Synonyms : ବାହି
Translation in other languages :
Meaning : କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
Example :
ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
Synonyms : ଜ୍ଞାନ
Translation in other languages :
Meaning : କୌଣସି ବିଷୟରେ ମନରେ ହେଉଥିବା କୌଣସି ବିଚାର କିମ୍ବା ମତ
Example :
ତା ପ୍ରତି ମୋର ଧାରଣା ଭୁଲ ଥିଲା
Translation in other languages :
किसी विषय में मन में होने वाला कोई विचार या मत।
उसके प्रति मेरी धारणा गलत थी।A vague idea in which some confidence is placed.
His impression of her was favorable.Meaning : ଛାତ ବା ଛପରର ଭାରକୁ ସମ୍ଭାଳିବା ଲାଗି କାନ୍ଥ ବା ଖୁଣ୍ଟରେ ଆଡ଼ିରେ ବନ୍ଧାଯାଉଥିବା ଲାଠି
Example :
ରାମଦୀନ ନିଜର କୁଡ଼ିଆରେ ଶାଗୁଆନର ଧାରଣା ଲଗାଇଲା
Translation in other languages :