Meaning : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ
Example :
ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା
Translation in other languages :
Meaning : କଳା କନାର ଝାଲର ଯାହା ଲୁଗାରେ ଲଗାଯାଇଥାଏ
Example :
ଓଢ଼ଣୀର ଧାର ବହୁତ ଭଲ ଲାଗୁଛି
Translation in other languages :
Meaning : ହତିଆରର ଧାରୁଆ ଧାର
Example :
ଛୁରୀର ଧାର ଖରାପ ହୋଇଯାଇଛି
Translation in other languages :
Meaning : ମଧ୍ୟ ପ୍ରଦେଶର ଏକ ଜିଲ୍ଲା
Example :
ଧାର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧାରରେ ଅବସ୍ଥିତ
Synonyms : ଧାର ଜିଲ୍ଲା
Translation in other languages :
A region marked off for administrative or other purposes.
district, dominion, territorial dominion, territoryMeaning : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
Example :
ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
Translation in other languages :
Money or goods or services owed by one person to another.
debtMeaning : ଲେଖିବାବେଳେ କାଗଜ ଆଦିର ଧାରରେ ଛଡ଼ା ଯାଉଥିବା ଖାଲି ଜାଗା
Example :
ସାଦା କାଗଜରେ ଲେଖିବା ସମୟରେ ମାର୍ଜିନ ନିଶ୍ଚୟ ଛାଡ଼ିବା ଉଚିତ୍
Translation in other languages :
Meaning : ପଗଡ଼ିର ଧାର ଯେଉଁଥିରେ କମକୁଟ କରାଯାଇଥାଏ
Example :
ନବଯୁବକମାନଙ୍କ ପଗଡ଼ିର ଧାର ବହୁତ ସୁନ୍ଦର ଦିଶୁଥିଲା
Translation in other languages :
पगड़ी का छोर जिसमें कलाबत्तू का काम रहता है।
नौजवानों की पगड़ी का चिल्ला बहुत सुन्दर लग रहा है।Meaning : ବହିବାର କ୍ରିୟା ବା ଭାବ
Example :
ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
Translation in other languages :
Meaning : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
Example :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
Synonyms : ଅବଧି, ଗଣ୍ଡି, ଚୌହଦି, ପରିସୀମା, ସୀମା
Translation in other languages :
The point or degree to which something extends.
The extent of the damage.