Meaning : ପିଲା ଜନ୍ମକଲାବେଳେ ସହାୟତା କରୁଥିବା ସ୍ତ୍ରୀ
Example :
ଆଜିକାଲି ଗାଁରେ ଧାଈମାନଙ୍କୁ ସରକାରୀ ପ୍ରଶିକ୍ଷଣ ଦିଆ ଯାଉଛି
Synonyms : ସେବିକା
Translation in other languages :
Meaning : ଅନ୍ୟର ପିଲାକୁ ନିଜ କ୍ଷୀର ପିଆଇବା କିମ୍ବା ତାର ଦେଖାଶୁଣା କରୁଥିବା ସ୍ତ୍ରୀ
Example :
ମା’ଙ୍କର ମୃତ୍ୟୁପରେ ଶ୍ୟାମ ଜଣେ ଧାତ୍ରୀଙ୍କ କୋଳରେ ବଢ଼ିଲେ
Synonyms : ଧାତ୍ରୀ
Translation in other languages :