Meaning : ଏକ ପ୍ରକାରର ଚର୍ମରୋଗ ଯେଉଁଥିରେ ଶରୀର ଉପରେ ଧଳା ଚିହ୍ନ ପଡ଼ିଯାଏ
Example :
ଧଳା ଦାଗକୁ ଅସାଧ୍ୟ ରୋଗ ବୋଲି ବିଚାର କରାଯାଏ ନାହିଁ
Translation in other languages :
A congenital skin condition characterized by spots or bands of unpigmented skin.
leukoderma