Meaning : ନିଜ ମତ ବା ସମ୍ପ୍ରଦାୟର କଥାକୁ ନେଇ ଦୃଢ଼ ରହିବାର ପ୍ରବୃତ୍ତି
Example :
ହିନ୍ଦୁ ତଥା ମୁସଲମାନଙ୍କ ଧର୍ମାନ୍ଧତା ହିଁ ଅଯୋଧ୍ୟା ବିବାଦର କାରଣ ହୋଇଛି
Translation in other languages :
Meaning : ମତାନ୍ଧ ହେବା ଅବସ୍ଥା ବା ଭାବ
Example :
ମତାନ୍ଧତା ହୋଇ କୌଣସି କାମ କରିବା ଉଚିତ୍ ନୁହେଁ
Synonyms : ମତାନ୍ଧତା
Translation in other languages :
मतांध होने की अवस्था या भाव।
मतांधता से कोई भी काम नहीं करना चाहिए।Meaning : ଧର୍ମାନ୍ଧ ହେବାର ଅବସ୍ଥା
Example :
ଧର୍ମାନ୍ଧତା ବ୍ୟକ୍ତି ଆହୁରି ସମାଜ ପାଇଁ ହିତକର ହୁଏନାହିଁ
Translation in other languages :