Meaning : ଜନସାଧାରଣଙ୍କ ହିତପାଇଁ ଉଲ୍ଲେଖ କରାଯାଉଥିବା ଧାର୍ମିକ ଗ୍ରନ୍ଥ
Example :
ମୋ ମା’ ଅବସର ସମୟରେ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରନ୍ତି
Synonyms : ଶାସ୍ତ୍ର
Translation in other languages :
जन-साधारण के हित के लिए विधान बतलाने वाले धार्मिक ग्रंथ।
मेरी माँ खाली समय में शास्त्रों का अध्ययन करती है।Meaning : ଯେଉଁ ଶାସ୍ତ୍ରରେ ଧର୍ମ ବିଷୟରେ ଅଧ୍ୟୟନ କରାଯାଏ
Example :
ସେ ଧର୍ମଶାସ୍ତ୍ରରେ ସ୍ନାତକ କରିଛନ୍ତି
Translation in other languages :