Meaning : କାହାଠାରୁ ନିଜର କୌଣସି ଆବଶ୍ୟକତା ପୂର୍ଣ୍ଣ କରିବା ବା ତାକୁ କୌଣସି ଅନୁଚିତ କାମ କରିବାରୁ ରୋକିବାପାଇଁ ତା ପାଖରେ ବା ଦୁଆରରେ ଜିଦ୍ ଧରି ବସିବାର କ୍ରିୟା
Example :
ପୋଲିସ ହାଜତରେ ହୋଇଥିବା ମୃତ୍ୟୁର ତଦନ୍ତ କରିବାପାଇଁ ଲୋକମାନେ ଥାନା ଆଗରେ ଧାରଣା ଦେଲେ
Synonyms : ଧାରଣା
Translation in other languages :
किसी से अपनी कोई माँग पूरी कराने या उसे कोई अनुचित काम करने से रोकने के लिए उसके पास या द्वार पर अड़कर बैठने की क्रिया।
धरना का आयोजन राष्ट्रव्यापी भ्रष्टाचार के विरोध में किया गया था।A strike in which workers refuse to leave the workplace until a settlement is reached.
sit-down, sit-down strikeMeaning : ଦୁଖ, ଅସନ୍ତୋଷ ବା ବିରୋଧ ପ୍ରକଟ କରିବାପାଇଁ କଳକାରଖାନାଗୁଡ଼ିକ, କାର୍ଯ୍ୟାଳୟଆଦିର କର୍ମଚାରୀ ବା ଜନସାଧାରଣଙ୍କ ଯିବାଆସିବା ତଥା ଦୋକାନବଜାର ବନ୍ଦ କରିଦେବା କ୍ରିୟା
Example :
ପରିବହନ ଉପରେ ହରତାଳର କୌଣସି ପ୍ରଭାବ ପଡ଼ିଲାନାହିଁ ଠିକ୍ସମୟରେ ଦରମା ନ ମିଳିବାରୁ କର୍ମଚାରୀମାନେ ହରତାଳ କରିଦେଲେ
Synonyms : ହରତାଳ
Translation in other languages :
A group's refusal to work in protest against low pay or bad work conditions.
The strike lasted more than a month before it was settled.Meaning : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା
Example :
ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି
Translation in other languages :
A voluntary fast undertaken as a means of protest.
hunger strike