Meaning : ଧାରଣ କରିବା କ୍ରିୟା ବା ରଖିବା, ସଂଭାଳିବା, ଅକ୍ତିଆର କରିବା ବା ଗ୍ରହଣ କରିବା କ୍ରିୟା
Example :
Synonyms : ଧରଣ
Translation in other languages :
Meaning : ଧରିବାର ପ୍ରକ୍ରିୟା
Example :
ମାଛ ଧରିବା ଲୋକଙ୍କଠାରୁ ଜରିମାନା ନିଆଯିବ
Meaning : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
Example :
ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି ଆମେ ସେଠାକୁ ଯିବାପାଇଁ ଗୋଟିଏ ରିକ୍ସା ନେଲୁ
Synonyms : ନେବା
Translation in other languages :
Travel or go by means of a certain kind of transportation, or a certain route.
He takes the bus to work.Meaning : କୌଣସି ବସ୍ତୁ ଭିତରକୁ ଯାଇ ତାକୁ ଭରିବା
Example :
ଏହି ଡବାରେ ସାତ କିଲୋ ଅଟା ଧରେ
Synonyms : ଜାଗାହେବା
Translation in other languages :
Meaning : କୌଣସି କଥା ଆଦିକୁ ଜାଣିବା
Example :
ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
Synonyms : ବୁଝେଇବା
Translation in other languages :
Get the meaning of something.
Do you comprehend the meaning of this letter?.Meaning : କିଛି କଲାବେଳେ କୌଣସି ବିଶେଷ କଥା ଉପରେ ଅଟକିଯିବା
Example :
ନିରୀକ୍ଷକ କପି କରୁଥିବା ପରୀକ୍ଷାର୍ଥୀମାନଙ୍କୁ ଧରିଲେ ସେ ମୋର ଚୋରୀ ଧରିଲେ
Translation in other languages :
कुछ करते हुए को कोई विशेष बात आने पर रोकना।
निरीक्षक ने नक़ल करते हुए परीक्षार्थी को पकड़ा।Meaning : ଗୋଟିଏ ସ୍ଥାନକୁ ଯିବା ପାଇଁ କୌଣସି ଯାନବାହନରେ ଚଢ଼ିବା
Example :
ଡେରି ହେବା ଯୋଗୁଁ ଆମେ ଦଶଟା ବେଳର ବସ୍ ଧରିପାରିଲୁ ନାହିଁ