Meaning : ଭୂମି ଉପରେ ପଡ଼ିଥିବା ବା ପକାଯାଇଥିବା
Example :
ସେ ଏକାଥରକେ ପ୍ରତିଦ୍ୱନ୍ଦୀକୁ ଧରାଶାୟୀ କରିଦେଲା
Synonyms : ଭୂଲୁଣ୍ଠିତ
Translation in other languages :
Meaning : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
Example :
ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
Synonyms : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଭଙ୍ଗା, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ
Translation in other languages :