Meaning : ଧରିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ରେଫରି ଖେଳାଳିଙ୍କୁ ନିୟମ ଭଙ୍ଗ କରିଥିବାରୁ ପ୍ୟାଭିଲିୟନର ରାସ୍ତା ଧରାଇଦେଲେ
Synonyms : ଧାରଣ କରାଇବା
Translation in other languages :
पकड़ने का काम किसी दूसरे से करवाना।
रेफ्री ने खिलाड़ी को अनुशासन भंग करने पर पैविलियन की राह पकड़वाई।