Meaning : କାନ୍ଥ ଇତ୍ୟାଦିରେ ଚୂନ ବା ଧଳା ରଙ୍ଗର ଲେପ
Example :
ସବୁ ଦୀପାବଳୀରେ ମୋ ଘରକୁ ଧଉଳାଯାଏ
Synonyms : ଧଉଳାଇବା, ଧଳାକରିବା, ସଫେଦ କରିବା
Translation in other languages :
Wash consisting of lime and size in water. Used for whitening walls and other surfaces.
whitewash