Subscribe
URL of the page has been copied to clipboard.
Meaning : ଛୁଆମାନଙ୍କପାଇଁ ପ୍ରେମ ସଂବୋଧନ
Example : କଣ ପାଇଁ ମୋ ଧନ ଆଜି ଖାଦ୍ୟ ଖାଉନାହିଁ
Synonyms : ଗେହ୍ଲାପୁଅ, ଲାଲା, ସୁନା
Translation in other languages :हिन्दी
बच्चों के लिए प्यार का संबोधन।
Meaning : ଏକା ପ୍ରକାରର ଉପଯୋଗୀ ଓ ମୂଲ୍ୟବାନ ବସ୍ତୁଗୁଡ଼ିକର ଏକକ ବା ବର୍ଗ
Example : ପ୍ରଥମେ ଗଉଡ଼ର ସଂପନ୍ନତା ତାର ଗୋ ଧନରୁ ଅନୁମାନ କରାଯାଥାଏ
Synonyms : ସମ୍ପତ୍ତି
Translation in other languages :हिन्दी English
एक ही प्रकार की उपयोगी और मूल्यवान वस्तुओं का वर्ग या समूह।
An abundance of material possessions and resources.
Meaning : ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
Example : ଧନ-ଦୌଲତର ଉପଯୋଗ ଭଲ କାମରେ କରାଯିବା ଆବଶ୍ୟକ
Synonyms : ଅର୍ଥ, ଟଙ୍କା ପଇସା, ଦୌଲତ, ଧନ-ଦୌଲତ, ବିତ୍ତ, ବିଭବ, ବୈଭବ
सोना-चाँदी, ज़मीन-जायदाद आदि संम्पत्ति जिसकी गिनती पैसे के रूप में होती है।
Wealth reckoned in terms of money.
Install App