Subscribe
URL of the page has been copied to clipboard.
Meaning : ପରିଶ୍ରମ କରିବା, ଦଉଡ଼ିବା କାରଣରୁ ଖୁବଜୋରରେ ଏବଂ ଶୀଘ୍ରଶୀଘ୍ର ଶ୍ୱାସ ନେବାର ପ୍ରକ୍ରିୟା
Example : ଅନବରତ ଦଉଡ଼ିବା ଯୋଗୁଁ ସେ ଧଇଁସଇଁ ହେଉଥିଲା
Meaning : ଧଇଁସଇଁ ହେବାର ପ୍ରକ୍ରିୟା ବା ଭାବ
Example : ଆଈମା ଧଇଁସଇଁରୁ ଆରାମ ପାଇବା ପାଇଁ ବସିପଡ଼ିଲେ
Translation in other languages :हिन्दी English
हाँफने की क्रिया या भाव।
An act of forcible exhalation.
Install App