Meaning : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
Example :
ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
Synonyms : କଠୋରତା, କରୁଣାହୀନତା, କ୍ରୁରତା, ନିର୍ଦ୍ଦୟତା, ନିଷ୍ଠୁରତା, ନୃଶଂସତା, ହୃଦୟହୀନତା
Translation in other languages :
Meaning : ଦୟା ନହେବାର ଭାବ
Example :
ସେ ଶତ୍ରୁମାନଙ୍କ ନିର୍ଦ୍ଦୟତାର ଶୀକାର ହୋଇଗଲା
Synonyms : ନିର୍ଦ୍ଦୟତା
Translation in other languages :
दया न होने का भाव।
वह शत्रुओं की कृपाहीनता का शिकार हो गया।