Meaning : ଯେ ବହୁତ ଦୟାଳୁ
Example :
ସେଠ ଦୟାରାମ ହେଉଛନ୍ତି ଦୟାବନ୍ତ, ସେ ଗରିବଙ୍କ ସେବାରେ ନିଜର ସବୁକିଛି ଅର୍ପଣ କରିଦେଇଛନ୍ତି
Synonyms : କୃପାନିଧି, କୃପାସିନ୍ଧୁ, ଦୟାନିଧି, ଦୟାବନ୍ତ, ଦୟାସାଗର
Translation in other languages :
Having or proceeding from an innately kind disposition.
A generous and kindhearted teacher.Meaning : ଯାହାଙ୍କଠାରେ ଦୟା ଅଛି
Example :
ଦୟାଳୁ ଲୋକେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ପ୍ରସ୍ତୁତ ରହିଥାନ୍ତି ଖୋଦା ଗରିବ ପ୍ରତି କୃପାଳୁ
Synonyms : ଅନୁଗ୍ରହକାରୀ, କରୁଣାକର, କରୁଣାବାନ, କାରୁଣିକ, କୃପାଳୁ, ଦୟାଳୁ, ଦୟାଶୀଳ, ସହୃଦୟ
Translation in other languages :
जिसमें दया हो। जो नृशंस न हो।
दयालु लोग दूसरों की सहायता के लिये सदैव तत्पर रहते हैं।Having or proceeding from an innately kind disposition.
A generous and kindhearted teacher.