Meaning : ଦୟା ସହ ବା ଦୟା କରି
Example :
ମାନ୍ୟବର, ଦୟାପୂର୍ବକ କଷ୍ଟକରି ମୋ କାମଟିକୁ କରିଦେବେ
Synonyms : ଅନୁଗ୍ରହକରି, କୃପାକରି, କୃପାପୂର୍ବକ, ଦୟାକରି
Translation in other languages :
दया के साथ या दया करके।
मान्यवर, दयापूर्वक मेरा काम करने का कष्ट करें।In a kind manner or out of kindness.
He spoke kindly to the boy.Meaning : କୃପା କରି
Example :
ଦୟାକରି ଆପଣ ମୋର ଏହି କାମ କରି ଦିଅନ୍ତୁ
Synonyms : କୃପାକରି, ଦୟାକରି, ଦୟାପରବେଶ ହୋଇ
Translation in other languages :