Subscribe
URL of the page has been copied to clipboard.
Meaning : ଚାରିପାଖ ଜଳଦ୍ୱାରା ଘେରାହୋଇଥିବା ସ୍ଥଳ ବା ଜମି ଯାହା ମହାଦ୍ୱୀପ ଠାରୁ ଛୋଟ
Example : ସମୁଦ୍ରରେ ବହୁ ଛୋଟ ବଡ଼ ଦ୍ୱୀପ ଅଛି
Synonyms : ଅନ୍ତରୀପ, ଟାପୁ
Translation in other languages :हिन्दी English
चारों ओर जल से घिरा हुआ वह स्थल या जमीन जो महाद्वीप से छोटा हो।
A land mass (smaller than a continent) that is surrounded by water.
Install App