Subscribe
URL of the page has been copied to clipboard.
Meaning : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
Example : କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି
Synonyms : ଅସ୍ଥିର, ଆନ୍ଦୋଳିତ, ଚଞ୍ଚଳ
Translation in other languages :हिन्दी English
ठीक या एक स्थिति में न रहनेवाला अथवा जो कभी इधर होता हो और कभी उधर।
Not settled or established.
Install App